ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର ଓ ଦୁଇ ଆହତ l

Jun 14, 2025 - 21:09
Jun 14, 2025 - 21:17
 0  110
ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର ଓ ଦୁଇ ଆହତ l

ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର ଓ ଦୁଇ ଆହତ l

ଶୁଭମ ବାର୍ତ୍ତା :- ଆଜି ଶନିବାର ସନ୍ଧ୍ୟା ସମୟରେ ନର୍ଲା ବ୍ଲକ ରେଖପୁର ଗ୍ରାମରେ ଘଟିଛି ଏଭଳି ଘଟଣା ସୂଚନା ଅନୁସାରେ ରେଖପୁର୍ ଗାଁ ର ତୁମେଶ୍ୱର ଭୋଇ, ମୋତିଲାଲ୍ ଭୋଇ ଓ ଦୈତାରି ଭୋଇ ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ଅଚାନକ୍ ମହୁ ମାଛି ଆକ୍ରମଣ ର ଶିକାର ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଚିକିତ୍ସା କରାଯାଉଛି।ତିନି ଜଣ ଙ୍କ ମଧ୍ୟରୁ ତୁମେଶ୍ଵର୍ ଭୋଇ ଅଧିକ ଆହତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉ ଥିବା ବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇ ଥିବା ଦେଖିବାକୁ ମିଳିଛି।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow