ଝିଅ ଘରକୁ ଯାଉଥିଲେ ୮୦ ବର୍ଷୀୟା ମହିଳା,ଜଙ୍ଗଲରେ ଘଟିଲା ଅଘଟଣ,

Oct 3, 2026 - 14:52
 0  7
ଝିଅ ଘରକୁ ଯାଉଥିଲେ ୮୦ ବର୍ଷୀୟା ମହିଳା,ଜଙ୍ଗଲରେ ଘଟିଲା ଅଘଟଣ,

ଝିଅ ଘରକୁ ଯାଉଥିଲେ ୮୦ ବର୍ଷୀୟା ମହିଳା,ଜଙ୍ଗଲରେ ଘଟିଲା ଅଘଟଣ,

ଶୁଭମ ବାର୍ତ୍ତା :- ନବରଙ୍ଗପୁର ରାଇଘର ଥାନା ଅଞ୍ଚଳରେ ଜଣେ ୮୦ ବର୍ଷୀୟା ବୃଦ୍ଧାମହିଳାଙ୍କୁ ଜଙ୍ଗଲ ଭିତରକୁ ଟାଣିନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲିଟିଛି । ଅଭିଯୋଗ ଅନୁସାରେ, ଝିଅ ଘରକୁ ଯାଉଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକ ଓ ତାଙ୍କ ଦୁଇ ସହଯୋଗୀ ବୃଦ୍ଧାମହିଳାଙ୍କୁ ଜଙ୍ଗଲକୁ ନେଇଯାଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ପଥଚାରୀମାନେ ପହଞ୍ଚିବା ପରେ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାର ତଦନ୍ତ ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow