ଅନିଲ କୁମାର ଜୈନଙ୍କ ଗୋଦାମ ଘରୁ ବାଣ ଜବତ କଲା ନର୍ଲା ପୋଲିସ,
ଅନିଲ କୁମାର ଜୈନଙ୍କ ଗୋଦାମରେ ବାଣ ଜବତ କଲା ନର୍ଲା ପୋଲିସ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମପଞ୍ଚାୟତ ନର୍ଲା ରୋଡ ସ୍ଥିତ ଆଜି ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଅନିଲ କୁମାର ଜୈନ ଙ୍କ ବାଣ ଗୋଦାମରେ ନର୍ଲା ପୋଲିସ ଚଢ଼ାଉ କରିଥିଲେ, ଜବତ କରି ଥିବା ବାଣ କୁ ଏକ ପି କପ୍ ଭେନରେ ନର୍ଲା ଥାନା କୁ ଅଣାଯାଇଥିବା ସୂଚନା ,ନର୍ଲା ଥାନା ଅଂଚଳରେ ବେନିୟମ ଭାବେ ବାଣ ବ୍ୟବସାୟୀ ମାନେ ବାଣ ବିକ୍ରୟ କରୁଥିବା ବେଳେ ସୂଚନା ପାଇ ନର୍ଲା ପୋଲିସ ପକ୍ଷରୁ ବାରମ୍ୱାର ବାଣ ଗୋଦାମ ଉପରେ ଚଢାଉ କରୁଥିବା ଜଣାପଡିଛି ।
What's Your Reaction?