ଏକ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ,

Sep 17, 2025 - 15:13
 0  50
ଏକ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ,

ଏକ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ,

ଶୁଭମ ବାର୍ତ୍ତା :- କର୍ଲାମୁଣ୍ଡା ବ୍ଲକ ସାପଲହରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଡରେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦ୍ଵାରା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ମେରା ଯୁବା ଭାରତ ନେତୃତ୍ବରେ 'ମାଁ ପାଇଁ ଗଛ ଟିଏ' କାର୍ଯ୍ୟକ୍ରମ ସ୍କୁଲ ଖେଳ ପଡିଆ ଏବଂ ଗଉଚର ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ରାଜେଶ୍ୱରୀ ସେନାପତି ନାଏ  ସରପଞ୍ଚ ଖୁଲଣା ସାହୁ ପ୍ରଧାନ ଶିକ୍ଷକ ଅରୁଣ ପ୍ରଧାନ ସ୍କୁଲ କମିଟି ସଭାପତି ନିମଚାର୍ଯ୍ୟ ସାହୁ ୱାର୍ଡ ମେମ୍ବର ପୁଷ୍ପାଞ୍ଜଳି ସାହୁ ଦିତିକୃଷ୍ଣ ମଲ୍ଲିକ ଘନମଣି ସାହୁ ଗାଁ ସାଥି ବନିତା ମଲ୍ଲିକ ସମେତ ସ୍କୁଲ ଛାତ୍ର ଛାତ୍ରୀ ଯୋଗଦେଇ ପରିବେଶ ପାଇଁ ବୃକ୍ଷର ମହତ୍ତ୍ଵ ଓ ବୃକ୍ଷ ରୋପଣର ଉପକାରିତା ଉପରେ ମତବ୍ୟକ୍ତ କରିଥିଲେ । 

   କର୍ଲାମୁଣ୍ଡା ରୁ ତପିନ୍ଦ୍ର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow