କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘ ର କାର୍ଯକାରିଣୀ ବୈଠକ,

Feb 9, 2026 - 16:55
 0  33
କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘ ର କାର୍ଯକାରିଣୀ ବୈଠକ,

କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘର କାର୍ଯକାରିଣୀ ବୈଠକ,

ନର୍ଲା( ଶୁଭମ ବାର୍ତ୍ତା :ଅଜିତ ମାଝୀ )କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଭାନପୁର ପଂଚାୟତ ପରିସରରେ ନର୍ଲା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଅନନ୍ତ ରାମ ମାଝୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ଓଡିଶା ରାଜ୍ୟ ସରପଞ୍ଚ ମହାସଂଘର ସଭାପତି ରୋମାଞ୍ଚ ସାହୁ, କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘ ଉପ ସଭାପତି ତାରାପ୍ରସାଦ ରାଇଗୁରୁ ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ଗାଡେବନ୍ଧ ସରପଞ୍ଚ ଶ୍ରୀମତୀ କବିତା ବାଗ, ଗିଗିନା ସରପଞ୍ଚ ସମେତ କଳାହାଣ୍ଡି ଜିଲ୍ଲା ର ୧୩ଗୋଟି ବ୍ଲକ ର ସମସ୍ତ ବ୍ଲକ ସଭାପତି ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇ ଆସନ୍ତା୧୯ ତାରିଖ ରୁ ଆମ ରାଜ୍ୟ ସରପଞ୍ଚ ମହାସଂଘର ୭ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପ୍ରଯ୍ୟନ୍ତ ରାଜ ରାସ୍ତା ରେ ଧାରଣା ଦେବାର ବୈଠକ ରେ ନିଷ୍ପତି ନିଆଯାଇଛି, ଏଥିରେ ସମସ୍ତ ସରପଞ୍ଚ ଏକତ୍ରିତ ହୋଈ ରାଜ୍ୟ ସରକାର ଙ୍କ ମନ ମୁଖି ଶାସନକୁ ବିରୋଧ କରିବା ପାଇଁ ଶପଥ ନେଇଛନ୍ତି,

What's Your Reaction?

like

dislike

love

funny

angry

sad

wow