ନର୍ଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ୨ୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ନର୍ଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ୨ୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ,
ନର୍ଲା, (ଅଜିତ ମାଝୀ ) ଶୁଭମ ବାର୍ତ୍ତା :- ତା.୦୪.୦୧.୨୬ ରବିବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ନର୍ଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଗୁରୁଜୀ ଙ୍କ ନେତୃତ୍ୱରେ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ରସ୍ମିତା ସେଠୀ ଓ ସମ୍ମାନିତ ଅତିଥି - ଭାବେ ଶ୍ରୀମତୀ ମଧୁସ୍ମିତା ମୁଣ୍ଡ ଉପସ୍ଥିତ ରହିଥିଲେ ଓ ଛାତ୍ରୀ ଙ୍କ ଅଭିଭାବକା ଙ୍କୁ ଭାରତର ବିକାଶରେ ମହିଳା ଭୂମିକା ଉପରେ ଆଲୋକପାତ କରାଯାଇଥିଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ବନିତା ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା।ସପ୍ତ ଶକ୍ତିର ଅର୍ଥ କୀର୍ତ୍ତି, ଶ୍ରୀ,ବାଣୀ, ସ୍ମୃତି, ମେଧା,ଧୃତି ଓ କ୍ଷମା ଜଣେ ଭାରତୀୟ ନାରୀର ଭୂଷଣ ବୋଲି ଆଲୋଚନା ହୋଇଥିଲା,
What's Your Reaction?