ଓସିଇଏମ ଅମଠା ତରଫରୁ ପ୍ରସାଦ ବଣ୍ଟନ,

Jul 28, 2025 - 19:48
 0  63
ଓସିଇଏମ ଅମଠା ତରଫରୁ ପ୍ରସାଦ ବଣ୍ଟନ,

ଓସିଇଏମ ଅମଠା ତରଫରୁ ପ୍ରସାଦ ବଣ୍ଟନ 

ଗୋଲାମୁଣ୍ଡା,୨୮.୭(ଶୁଭମ ବାର୍ତ୍ତା)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚୁରାପାହାଡ଼ ଶିବ ମନ୍ଦିର ଠାରେ ଓସିଇଏମ ଅମଠା ତରଫରୁ ପ୍ରସାଦ ବଣ୍ଟନ କରାଯାଇଥିଲା । ସୂଚନା ମତେ ଶ୍ରାବଣ ମାସ ତୃତୀୟ ସୋମବାର ଦିନ ଚୁରା ପାହାଡ଼ ଶିବ ମନ୍ଦିର ଠାରେ ଜଲଲାଗି ପାଇଁ ହଜାର ହଜାର ଭକ୍ତ ଓ କାଉଡିଆ ମାନେ ରୁଣ୍ଡ ହୋଇଥିଲେ । ସମସ୍ତ ଭକ୍ତ ପାଇଁ ଅମଠା ଓସିଇଏମ ତରଫରୁ ଭକ୍ତଙ୍କ ପାଇଁ ସୁଚାରୁ ରୂପେ ପ୍ରସାଦବଣ୍ଟନ ବ୍ୟବସ୍ତା କରାଯାଇଥିଲା । ପ୍ରସାଦ ସେବନ କରି ଭକ୍ତ ମାନେ ଆତ୍ମତୃପ୍ତି ଲାଭ କରିଥିଲେ ବୋଲି ପ୍ରକାଶ କରିଥିଲେ । ଏହି କର୍ଯ୍ୟକ୍ରମରେ ଉମା ଶଙ୍କର ଦାସ , ସୁନ୍ଦରଲାଲ ଚଣ୍ଡୀ, ଆକାଶ ପଧାନ, ଉତମ ପଟେଲ, ସୁଶାନ୍ତ,ବିଶ୍ୱଜିତ ପ୍ରଧାନ ଓସିଇଏମ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ପ୍ରମୁଖ ସହଯୋଗ କରିଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow