ଭିଣେଇ ଘର ଗାଁ କୁ ଡାକି ପ୍ରେମିକ କୁ ହତ୍ୟା କଳା ପ୍ରେମିକା,

Apr 9, 2026 - 20:12
Apr 9, 2026 - 20:23
 0  2
ଭିଣେଇ ଘର ଗାଁ କୁ ଡାକି ପ୍ରେମିକ କୁ ହତ୍ୟା କଳା ପ୍ରେମିକା,

ଭିଣେଇ ଘର ଗାଁ କୁ ଡାକି ପ୍ରେମିକ କୁ ହତ୍ୟା କଳା ପ୍ରେମିକା,

ପାଣିମୁଣ୍ଡା ଗାଁର ଏକ କୂଅ ଭିତରୁ ଯୁବକ ଙ୍କ ମୃତଦେହ ଉଦ୍ଧାର,

ଶୁଭମ ବାର୍ତ୍ତା (ତପନ କୁମାର ସାହୁ ) :- କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅନ୍ତର୍ଗତ ନିଶାନପୁର ପଂଚାୟତ ର ପାଣିମୁଣ୍ଡା ଗାଁ ର ଏକ କୂଅ ଭିତରୁ ଯୁବକ ଙ୍କ ମୃତଦେହ ଉଦ୍ଧାର କଲା ନର୍ଲା ପୋଲିସ ସୂଚନା ମୁତାବକ କିଛି ଦିନ ତଳେ ପାଣିମୁଣ୍ଡା ଗାଁ ରେ ୧୬ପ୍ରହରୀ ନାମ ଯଜ୍ଞା ହେଉଥିବା ବେଳେ ନିଜ ପ୍ରେମିକା ଦୀପକ ମାଝୀ ଙ୍କୁ ନିଜ ଭେଣେଇ ଘର ପାଣିମୁଣ୍ଡା କୁ ଫୋନ କରି ଡକେଇ ଥିଲା ପ୍ରେମିକା, ପ୍ରେମିକା କଥା କୁ ମାନି ପାଣିମୁଣ୍ଡା ଗାଁ କୁ ଦୀପକ ମାଝୀ ପହଂଚି ଥିଲେ ଏବଂ ସେହି ଦିନ ଠରୁ ଦୀପକ ମାଝୀ ନିଖୋଜ ହେଇଥିଲା,ଏବଂ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ, ଅଭିଯୋଗ କୁ ଆଧାର କରି ପାଣିମୁଣ୍ଡା ଗାଁ ର ଏକ କୂଅ ଭିତରୁ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ନର୍ଲା ପୋଲିସ ୧୧ ଜଣ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି,

What's Your Reaction?

like

dislike

love

funny

angry

sad

wow