ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ କମର୍ଦ୍ଧା ଠାରେ ଦନ୍ତା ହାତୀ ମୃତ୍ୟୁ, କାରଣ ଅସ୍ପଷ୍ଟ,

May 24, 2026 - 10:23
May 25, 2026 - 05:39
 0  190
ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ କମର୍ଦ୍ଧା ଠାରେ ଦନ୍ତା ହାତୀ ମୃତ୍ୟୁ, କାରଣ ଅସ୍ପଷ୍ଟ,

ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଠାରେ ଦନ୍ତା ହାତୀ ମୃତ୍ୟୁ ,କାରଣ ଅସ୍ପଷ୍ଟ,

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ କମର୍ଦ୍ଧl ପୋଖରୀ ଉପରେ ଏକ ଦନ୍ତା ହାତୀର ମୃତ୍ୟୁ ହେଇଥିବା ଜଣାପଡିଛି, ମୃତ୍ୟୁ ଦନ୍ତା ହାତୀଟି ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେଇଥିଲେ, ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ମୃତ୍ୟୁ ଦନ୍ତା ହାତୀ କୁ ଜବତ କରିଛି ବନ ବିଭାଗ, ଲୋକଙ୍କ କହିବା ଅନୁଯାଇ ଆଜିକୁ ଦୁଇ ରୁ ତିନି ଦିନ ମଧ୍ୟରେ ଦନ୍ତା ହାତୀ ମୃତ୍ୟୁ ହେଇଥିବା ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି, ଦନ୍ତା ହାତୀର ମୃତ୍ୟୁ କିଭଳି ହେଲା ଏପ୍ରଯ୍ୟନ୍ତ କାରଣ ଜଣାପଡ଼ିନାହିଁ,

What's Your Reaction?

like

dislike

love

funny

angry

sad

wow