ଆକାଶରୁ ଅଗ୍ନି ବର୍ଷା, ରାସ୍ତା ଘାଟ ଶୂନଶାନ,
ଆକାଶରୁ ଅଗ୍ନି ବର୍ଷା ରାସ୍ତା ଘାଟ ଶୂନଶାନ,
ନର୍ଲା ଶୁଭମ ବାର୍ତ୍ତା : ଓଡ଼ିଶା ଉପରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର କରାଳ ରୂପ ଦେଖିବାକୁ ମିଳିଛି । ଆଗାମୀ ୪ ଦିନ ଅର୍ଥାତ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତାପମାତ୍ରା ବୃଦ୍ଧି ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ଟିଟିଲାଗଡ଼ ଏବଂ କଳାହାଣ୍ଡି ଭଳି ଅଞ୍ଚଳରେ ପାରଦ ୪୧ରୁ ୪୫ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି ।ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲେ ମଧ୍ୟ ଆର୍ଦ୍ରତା ଅଧିକ ରହିବା କାରଣରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି।
What's Your Reaction?