ନର୍ଲା ବ୍ଲକ୍ ରେ ନୂତନ ସି ଡି ପି ଓ ଙ୍କ ଯୋଗଦାନ,

Aug 30, 2024 - 19:23
Aug 31, 2024 - 06:23
 0  164
ନର୍ଲା ବ୍ଲକ୍ ରେ ନୂତନ ସି ଡି ପି ଓ ଙ୍କ ଯୋଗଦାନ,

 ନର୍ଲା ବ୍ଲକ୍ ରେ ନୂତନ ସି ଡି ପି ଓ ଙ୍କ ଯୋଗଦାନ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ପୂର୍ବତନ ସି ଡି ପି ଓ ବିନୋଦିନୀ ପଣ୍ଡା ଙ୍କୁ ଖୋର୍ଦ୍ଧା ଜିଲ୍ଲା ର ବେଗୁନିଆ ବ୍ଲକ୍ କୁ ବଦଳି ହେଲା ପରେ ତାଙ୍କ ସ୍ଥାନରେ ଆଜି ଅଞ୍ଜଳୀ ପଟ୍ଟନାୟକ ନୂତନ ସି ଡି ପି ଓ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।ନର୍ଲା ବ୍ଲକ୍ କୁ ଆସିବା ପୂର୍ବରୁ ଶ୍ରୀମତୀ ପଟ୍ଟନାୟକ ଭବାନୀପାଟଣା ଡି ଏସ ଡ଼ବ୍ଲୁ ଅଫିସ୍ ରେ କାର୍ଯ୍ୟରତ ଥିଲେ । ନର୍ଲା ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଙ୍କ ସହ ମିଶନ ଶକ୍ତି ସଭାନେତ୍ରୀ ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ,ମିଶନ ଶକ୍ତି ସଂଯୋଜକ ରୋହିତ ବିଶ୍ଵାଳ, ଆଇ ସି ଡି ଏସ ମୁଖ୍ୟ କିରାଣୀ ବିଜୟ ରାଉତ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ଶ୍ରୀମତୀ ପଟ୍ଟନାୟକ ଙ୍କୁ ସ୍ଵାଗତ ଜଣାଇ ଥିଲେ,

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ନର୍ଲା ରୁ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow