ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଭୂମି ପୂଜନ ଉତ୍ସବ ।

Feb 2, 2026 - 06:21
 0  56
ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଭୂମି ପୂଜନ ଉତ୍ସବ ।

ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଭୂମି ପୂଜନ ଉତ୍ସବ ।

ଗୋଲାମୁଣ୍ଡା,୧।୨(ଶୁଭମ ବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଗ୍ରୀଣ୍ଡୋଲ ଗ୍ରାମ ଠାରେ ଫେବୃୟାରୀ ୧୧ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବା କୁ ଥିବା ନବକୁଣ୍ଡୀୟ ମାଁ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମି ପୂଜନ ଉତ୍ସବ ଲକ୍ଷ୍ମୀବାଇ ମହିଳା ମଣ୍ଡଳ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ହାତିବନ୍ଧା ଟୋଲିରୁ ଡ.ଅର୍ଜୁନ ଶାସ୍ତ୍ରୀ ,ଗୋଲାମୁଣ୍ଡା ର ସୁବାସ ଅଗ୍ରୱାଲ, ନୃପରାଜ ପ୍ରଧାନୀ, ରେଙ୍ଗସାପାଳି ରୁ ଗଣେଶ ପ୍ରଧାନ , ଡୁଡୁକେଲ ର ସିମାଞ୍ଚଳ ଭାଟି,ଧନୀରାମ ଭାଟି,ଗୋବିନ୍ଦ ବଗର୍ତ୍ତି, ଅଭିରାମ ହଂସ, ଧର୍ମା ଭାଟି,ନୃପ ହଂସ ସମେତ ଗାୟତ୍ରୀ ପରିବାର ର ଶତାଧିକ ପୁରୁଷ ଏବଂ ମହିଳା ଯୋଗଦାନ କରିଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow