ନର୍ଲା ରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଚୟନ,

Aug 22, 2025 - 03:45
 0  285
ନର୍ଲା ରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଚୟନ,

 ନର୍ଲା ରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଚୟନ,

ଶୁଭମ ବାର୍ତ୍ତା :- ଆସୁଛି ପାର୍ବଣ, ସେଥିପାଇଁ ଗାଁ ହେଉ ଅବା ସହର ପ୍ରତେକ୍ ସ୍ଥାନରେ ଆଗୁଆ ପ୍ରସ୍ତୁତି ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ସାର୍ବଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ଗୁରୁବାର ସନ୍ଧ୍ୟା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ସମସ୍ତ ପୁରୁଣା କମିଟି ର ସଦସ୍ୟ ଯୋଗ ଦେଇ ନୁତନ କମିଟି ଗଠନ କରିଥିଲେ। ଏହି ନୁତନ କମିଟି ରେ ସର୍ବ ସମ୍ମତି କ୍ରମେ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ପୁଝାରୀ ସଭାପତି ଭାବେ ମନୋନୀତ ହୋଇ ଥିବା ବେଳେ ଚକ୍ର ଗୌଡ଼ିଆ ଉପ ସଭାପତି, ଦିପୁ ପାତ୍ର ସମ୍ପାଦକ ଓ ଘାସିରାମ ସାହୁ ସହ ସମ୍ପାଦକ,କୋଷାଧ୍ୟକ୍ଷ ଭାବେ ଅନ୍ ମୋଲ୍ ଚାନ୍ଦ୍ ଓ ସହକାରୀ କୋଷାଧ୍ୟକ୍ଷ ଭାବେ ମୃତ୍ୟୁଞ୍ଜୟ ନାଗ୍ ମନୋନୀତ ହୋଇଛନ୍ତି।ସୁମନ୍ତ ପୁଝାରୀ, କିଶୋର ମାଝୀ, ପ୍ରଭୋବ୍ ଚାନ୍ଦ୍, ଲକ୍ଷ୍ମଣ ମାଝୀ, ରୋହିତ୍ ମାଝୀ, ପ୍ରିୟବ୍ରତ ଚାନ୍ଦ୍, ଶଙ୍ଖନିଧି ଗୌଡିଆ, ପୂର୍ଣ୍ଣ ପୁଝାରୀ, ବଡ଼ ହଂସ, ରଞ୍ଜିତ୍ ଅଗ୍ରୱାଲ୍, ତ୍ରିଲୋଚନ୍ ଗୌଡିଆ, ଦୀପକ୍ ଠାକୁର୍ ପ୍ରମୁଖ କମିଟି ରେ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି।ବିମଲ୍ ସାହାଣୀ, ଡିଙ୍ଗର ପାତ୍ର, ସୁଶୀଲ୍ ପାତ୍ର, ଓ ବିକାସ୍ ପାତ୍ର ଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ନୂତନ କମିଟି ତତ୍ପରତା ର ସହିତ କାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow