ନର୍ଲା ପିଇଓ ସଂଘର କର୍ମକର୍ତ୍ତା ଚୟନ,
ନର୍ଲା ପିଇଓ ସଂଘର କର୍ମକର୍ତ୍ତା ଚୟନ,
ନର୍ଲା,ଶୁଭମ ବାର୍ତ୍ତା (ଅଜିତ ମାଝୀ ): କଳାହାଣ୍ଡି ଜିଲ୍ଲା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ନର୍ଲା ବ୍ଲକ ପିଇଓ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ସର୍ବସମ୍ମତି କ୍ରମେ ସଭାପତି ଭାବରେ କ୍ଷୀରସିନ୍ଧୁ ରଣା, ଉପସଭାପତି ଭାବରେ ସୋମ୍ୟ ରଞ୍ଜନ ସାହୁ ଓ ଆରତୀ ମାଝୀ, ସମ୍ପାଦକ ଭାବରେ ରବି କୁମାର ନାଏକ, କୋଷାଧ୍ୟକ୍ଷ, ସହସ୍ରାଂଶୁ ମିଶ୍ର, ଯୁଗ୍ମ ସମ୍ପାଦକ, ଦୁଲଣା ମାଝୀ, ସଂଗଠକ ଭାବରେ ଯଯାତି ଭଞ୍ଜ ପ୍ରମୁଖ ନିର୍ବାଚିତ ହୋଇଥିବା ଜଣାପଡିଛି।
What's Your Reaction?