ନର୍ଲାରୋଡ ରେଲୱେ ଷ୍ଟେସନ ଠାରେ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଟ୍ରେନ ରୋକ୍ ଆନ୍ଦୋଳନ,
ନର୍ଲାରୋଡ ରେଲୱେ ଷ୍ଟେସନ ଠାରେ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଟ୍ରେନ ରୋକ୍ ଆନ୍ଦୋଳନ,
ଶୁଭମ ବାର୍ତ୍ତା (ଅଜିତ ମାଝୀ) ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ନର୍ଲା NAC ର ସ୍ଵାଭିମାନ ମଞ୍ଚ ଙ୍କ ଆହ୍ବାନ କ୍ରମେ ସର୍ବଦଳୀୟ ତଥା ସାଧାରଣ ଜନତା ଆଜି ବୁଧବାର ଦିନ ସକାଳ ୮ ଘଣ୍ଟା ସମୟରୁ ରାତ୍ର ୮ ଘଣ୍ଟା ସମୟ ପର୍ଯ୍ୟନ୍ତ ଏକ୍ସପ୍ରେସ ଟ୍ରେନ ଯଥା ସମତା , ବିଳାସପୁର ତିରୁପତି, ଇସ୍ପାତ ସମୁଦାୟ ସାତ ଗୋଟି ଟ୍ରେନ ରହଣୀ ପାଇଁ ଟ୍ରେନ ରୋକ୍ ଆନ୍ଦୋଳନ ଆରମ୍ଭ ହୋଇଛି।ଏହି ଟ୍ରେନ ରୋକ୍ ଆନ୍ଦୋଳନ ରେ ନର୍ଲା ର ସମସ୍ତ ଜନ ସାଧାରଣ ସହିତ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ସଙ୍ଘ ସାମିଲ ହୋଇଥିଲେ। ସୁରକ୍ଷା ଦୃଷ୍ଟି କୋଣରୁ ରେଳବାଇ ପୋଲିସ୍ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ଓ ନର୍ଲା, କେସିଙ୍ଗା, ରାମପୁର ପୋଲିସ ଏକ ଟିମ୍ ସୁରକ୍ଷା ପାଇଁ ମୃତାୟନ୍ କରାଯାଇଛି।
What's Your Reaction?