ଶେରଗଡ଼ ଗ୍ରାମ ସ୍ଥିତ ତାରିଣୀ ମନ୍ଦିର ନିକଟରେ ଟ୍ରକ ଓ ମୋଟର ସାଇକେଲ ମଧ୍ୟରେ ମର୍ମନ୍ତୁତ ଦୁର୍ଘଟଣା ! ଜଣେ ମୃତ ଦୁଇ ଗୁରୁତର ।
ଶେରଗଡ଼ ଗ୍ରାମ ସ୍ଥିତ ତାରିଣୀ ମନ୍ଦିର ନିକଟରେ ଟ୍ରକ ଓ ମୋଟର ସାଇକେଲ ମଧ୍ୟରେ ମର୍ମନ୍ତୁତ ଦୁର୍ଘଟଣା ! ଦୁଇ ମୃତ ଜଣେ ଗୁରୁତର ।
ଶୁଭମ ବାର୍ତ୍ତା :- ନର୍ଲା ଥାନା ଅନ୍ତର୍ଗତ ଶେରଗଡ଼ ଗ୍ରାମ ସ୍ଥିତ ତାରିଣୀ ମନ୍ଦିର ନିକଟରେ ଟ୍ରକ୍ ଓ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଦୁର୍ଘଟଣା ରେ ମୋଟର ସାଇକେଲ ଚାଳକ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହେଇଥିବା ଜଣାପଡ଼ିଛି ସୂଚନା ଯୋଗ୍ୟ ମଙ୍ଗଲବାର ଦିନ ଅପରାହ୍ନ ପ୍ରାୟ ଚାରି ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ଶେରଗଡ଼ ଗ୍ରାମ ସ୍ଥିତ ତାରିଣୀ ମନ୍ଦିର ନିକଟରେ ଏକ ଟ୍ରକ୍ ଗାଡି OR 04 N 6264 ରାମପୂର୍ ଠାରୁ ନର୍ଲା ପଟକୁ ଆସିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅଜଣା ମୋଟର ସାଇକେଲ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥଲା ଉକ୍ତ ଦୁର୍ଘଟଣା ରେ ମୋଟର ସାଇକେଲ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିବା ପରେ ଟ୍ରକ୍ ଚାଳକ ଥାନାରେ ଟ୍ରକ୍ କୁ ହସ୍ତାନ୍ତର କରିବା ସହିତ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି। ନର୍ଲା ଥାନା ଅଧିକାରୀ ବିଜୟ ରାଜ ମାଝୀ ସୂଚନା ପାଇବା ପରେ ପୋଲିସ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ଗୁରୁତର ଙ୍କୁ ମେଡ଼ିକାଲ ରେ ଚିକିତ୍ସା କରାଯାଉଛି ।
What's Your Reaction?