ମାଁ ବୁଢ଼ୀ ବସ୍ତ୍ରେଣୀଙ୍କର୍ ପୂଜା ଲାଗି ଯୋର୍ ସୋରରେ ଚାଲିଛେ ସଜବାଜ୍

Sep 18, 2025 - 15:39
 0  21
ମାଁ ବୁଢ଼ୀ ବସ୍ତ୍ରେଣୀଙ୍କର୍ ପୂଜା ଲାଗି ଯୋର୍ ସୋରରେ ଚାଲିଛେ ସଜବାଜ୍

ମାଁ ବୁଢ଼ୀ ବସ୍ତ୍ରେଣୀଙ୍କର୍ ପୂଜା ଲାଗି ଯୋର୍ ସୋରରେ ଚାଲିଛେ ସଜବାଜ୍

କର୍ଲାମୁଣ୍ଡା  (ତପିନ୍ଦ୍ର ସାହୁ) ଶୁଭମ ବାର୍ତ୍ତା: ଆଶ୍ବିନ୍ ମାସ୍ ହେଇଗଲେ କି ଗହଳ୍ ଚହଳ୍ ହେଇ ଜୈସି ସବୁ ଶକ୍ତି ପୀଠ୍ ! ସବୁ ଜାଗାରେ କିଛି କିଛି ସ୍ୱତନ୍ତ୍ର ରୀତି ନୀତି ଆର୍ ପରମ୍ପରା ରହିଥିବାର୍ ବେଳ କେ କିଛି ସ୍ୱତନ୍ତ୍ର ହିସାବେ ଯାତ୍ରା ମାନେ ବି ହେଇ ଥିସି ! ଯେନ୍ ସବୁ ଶକ୍ତି ପୀଠ୍ ମାନେ ଅଛେ ଆର୍ ଅଶ୍ବିନ୍ ମାସେ ପୂଜା ହେସି ସେ ଭିତରୁ ଗୁଟେ ହେଉଛେ ! କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଂଚାୟତ୍ କଣ୍ଡରେଇ ଗାଁର ମାଁ ବୁଢ଼ୀ ବସ୍ତ୍ରେଣୀଙ୍କର୍ ପୀଠ୍ ! ଆଏ ବାର୍ ଅଷ୍ଟମୀ ତିଥି ଖଣ୍ଡା ଉପବାସ ନବମୀ ତିଥି ଛତର ଯାତ୍ରା ଦଶମୀ ତିଥି ବଳି ପ୍ରଥା ତିନ୍ ଦିନ୍ ଧରି ପୂଜା ମୂଳ୍ ହେଇ କରି ଶେଷ୍ ହେବା ! ସେତୀର ଲାଗି ବଳି ଯୋର୍ ସୋର୍ ନେ ଚାଲିଛେ ସଜବାଜ୍ ମାଁ ବୁଢ଼ୀ ବାସ୍ତ୍ରେଣୀ ଙ୍କର୍ ପୂଜା କାହିଁ ଦିନୁ ଚାଲି ଆସୁଥିବାର୍ ବେଳ୍ କେ ଆର୍ କେତେ ଦିନ୍ ଟା ଗଲେ ମାଁ ଙ୍କର୍ ପୂଜା ହେବା ! ଆଖର୍ ପାଖର୍ ୪୪ ଖଣ୍ ଗାଁର୍ ଲୋକ ସାମିଲ୍ ହେଇ କରି ମାଁ ଙ୍କର୍ ପୂଜା କର୍ବେ

What's Your Reaction?

like

dislike

love

funny

angry

sad

wow