ସର୍ପାଘାତ ରେ ଡୁଡକେଳ ଗାଁ ର ଜଣେ ଯୁବତୀ ଗୁରୁତର,

Jul 27, 2025 - 20:57
 0  5
ସର୍ପାଘାତ ରେ ଡୁଡକେଳ  ଗାଁ ର ଜଣେ ଯୁବତୀ ଗୁରୁତର,

ସର୍ପାଘାତ ରେ ଡୁଡକେଳ ଗାଁ ର ଜଣେ ଯୁବତୀ ଗୁରୁତର,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୁଡକେଳ ଗ୍ରାମର ଜଣେ ଯୁବତୀ ସର୍ପାଘାତ ରେ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀ ଜଣକ ହେଲେ ଡୁଡକେଳ ଗ୍ରାମର ହେମନ୍ତୀ ବଗର୍ତ୍ତୀ ବୋଲି ଜଣା ପଡିଛି । ରବିବାର ସନ୍ଧ୍ୟା ୫ ଟା ସମୟରେ ବିଲକୁ ଯାଇଥିବା ବେଳେ ଏକ ବିଷଧର ନାଗ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରେ ଉଦ୍ଧାର କାରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow