ନର୍ଲା ରେ ମୌସୁମୀ ର ବିଦାୟ କାଲିନ ବର୍ଷା, ଚାଷୀ ଆଶ୍ଵସ୍ତ,
ନର୍ଲା ରେ ମୌସୁମୀ ର ବିଦାୟ କାଲିନ ବର୍ଷା, ଚାଷୀ ଆଶ୍ଵସ୍ତ,
ନର୍ଲା ଶୁଭମ ବାର୍ତ୍ତା :- ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ପରେ ପାଗ ମୁଖ୍ୟତଃ ଶୁଖିଲା ଥିଲା,ହେଲେ ଆଜିଠାରୁ ବିଭିନ୍ନ ଜିଲ୍ଲା ରେ ବିଦାୟ କାଳୀନ ମୌସୁମୀ ବର୍ଷା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳ ରେ ଦିନ ଦୁଇଟା ରୁ ପାଖା ପାଖି ଏକ ଘଣ୍ଟା କାଳ ହୋଇଥିବା ବର୍ଷା ଅଣଜଳ ସେଚିତ ଅଞ୍ଚଳର ଚାଷୀ ଙ୍କୁ ଟିକେ ଆଶ୍ବସ୍ତି ଦେଇଛି , ବର୍ତମାନ ମାଳ ଜମିରେ ଧାନ କେଣ୍ଡା ପ୍ରାୟତଃ ବାହାରିବା ସମୟ, ଧାନ ବିଲରେ ପାଣି ର ଆବଶ୍ୟକତା ଥିଲା, ଉକ୍ତ ବର୍ଷା ଚାଷୀ ଙ୍କ ଚାଷ ପାଇଁ ଅମୃତ ସଦୃଶ ବୋଲି ଚାଷୀ ମତ ରଖିଛନ୍ତି
ନର୍ଲା ରୁ ତ୍ରିଲୋଚନ ଗୌଡ଼ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?