ନର୍ଲା ରୋଡ ରେ ଫୁଟିଲା ଆଉ ଏକ ବ୍ରହ୍ମ କମଲ , ଭକ୍ତି ମୟ ପରିବେଶ ରେ ମହାଦେବ ଙ୍କୁ ଅର୍ପଣ,

Aug 15, 2024 - 08:47
 0  141
ନର୍ଲା ରୋଡ ରେ  ଫୁଟିଲା ଆଉ ଏକ ବ୍ରହ୍ମ କମଲ , ଭକ୍ତି ମୟ ପରିବେଶ ରେ ମହାଦେବ ଙ୍କୁ ଅର୍ପଣ,

 ନର୍ଲା ରୋଡ ରେ ଫୁଟିଲା ଆଉ ଏକ ବ୍ରହ୍ମ କମଲ , ଭକ୍ତି ମୟ ପରିବେଶ ରେ ମହାଦେବ ଙ୍କୁ ଅର୍ପଣ,

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ସ୍ଥିତ ଦୀପକ୍ କୁମାର୍ ମହାରଣା ଙ୍କ ବାଡି ରେ ଫୁଟିଲା ଆଉ ଏକ ବ୍ରହ୍ମ କମଲ ।ଭକ୍ତି ମୟ ପରିବେଶ ରେ ଉକ୍ତ ଫୁଲ କୁ ନର୍ଲା ରୋଡ ସ୍ଥିତ ମୁକ୍ତେଶ୍ଵର ମହାଦେବ ଙ୍କୁ ଅର୍ପଣ କରିଛନ୍ତି ତାଙ୍କ ବାପା ଦାମୋଦର ମହାରଣା ।ଦୁଇ ଦିନ ତଳେ ନର୍ଲା ରେ ମଧ୍ୟ ଏହି ଦୁର୍ଲଭ ଫୁଲ ଫୁଟି ଥିଲା ସେଥିପାଇଁ ନର୍ଲା ଅଞ୍ଚଳ ରେ ଭକ୍ତି ମୟ ପରିବେଶ ଦେଖି ବାକୁ ମିଳିଛି ।ହିମାଳୟ ପାଦ ଦେଶରେ ଫୁଟୁ ଥିବା ଏହି ଦୁର୍ଲଭ ଫୁଲ ଏବେ ନର୍ଲା ଅଞ୍ଚଳ ରେ ଫୁଟୁ ଥିବା ରୁ ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ସମସ୍ତେ ନିଜ ନିଜ ବାଡି ରେ ଲଗେଇବାକୁ ମନ ବଳାଉ ଥିବା ଦେଖି ବାକୁ ମିଳିଛି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow