ଆଧାର କାର୍ଡ ର ନାମ ସଂଶୋଧନ ପାଇଁ ଅପିଲ,

Nov 25, 2025 - 09:05
Nov 25, 2025 - 09:10
 0  8
ଆଧାର କାର୍ଡ ର ନାମ ସଂଶୋଧନ ପାଇଁ ଅପିଲ,

ଆଧାର କାର୍ଡ ର ନାମ ସଂଶୋଧନ ପାଇଁ ଅପିଲ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତୀଖୋଜ ଗ୍ରାମପଞ୍ଚାୟତ ଅଧିନସ୍ଥ ହାତୀଖୋଜ ଗ୍ରାମର କୃଷ୍ଣ ନାଏକଙ୍କ ପୁତ୍ର ସୋମ୍ୟରଞ୍ଜନ ନାଏକଙ୍କ ନାମରେ ତ୍ରୁଟି ରହିଛି ଯାହାକି ଇଂରାଜୀରେ Soumyaranjan Naik ହୋଇଛି ତାହା ଇଂରାଜୀରେ Somyaranjan Naik ହେବ ଏଥିପାଇଁ କୋର୍ଟରେ ଅପିଲ କରିଛନ୍ତି ଏହାର ବିଚାର କରି ଗେଜେଟେଡ଼ ସାର୍ଟିଫିକେଟ  ପ୍ରଦାଦନ କଲେ ଅଧୟନ କରୁଥିବା ଛାତ୍ର ଉପକୃତ ହେବ |

    ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow