ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଓ ସଫେଇ କାର୍ଯକ୍ରମ ,
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଓ ସଫେଇ କାର୍ଯକ୍ରମ ,
ନର୍ଲା ଶୁଭମ ବାର୍ତ୍ତା :- ଆଜି ଅକ୍ଟୋବର ଦୁଇ ରିଖ ଦିନ ସାରା ଭାରତ ବର୍ଷରେ ସ୍ଵାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ପରିସରରେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ, ନର୍ଲା ଥାନା ଅଧିକାରୀ କୈବଲ୍ୟ ସେଠ୍ ସହ ଅଧିକାରୀ ପ୍ରଦୀପ କୁମାର ସେଠୀ ଏ ,ଏସ୍, ଆଇ ଅବନୀ ଖୂରା ଓ ବିରେନ୍ଦ୍ର ପଣ୍ଡା ସମେତ ଥାନା ର ସମସ୍ତ କାର୍ଯ୍ୟରତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ ।
What's Your Reaction?