ଜନ୍ମାଷ୍ଟମୀ ପର୍ବ ଧୁମ୍ ଧାମ ରେ ପାଳିତ ,

Aug 16, 2025 - 11:52
 0  80
ଜନ୍ମାଷ୍ଟମୀ ପର୍ବ ଧୁମ୍ ଧାମ ରେ ପାଳିତ ,

ଜନ୍ମାଷ୍ଟମୀ ପର୍ବ ଧୁମ୍ ଧାମ ରେ ପାଳିତ,

 ଶୁଭମ ବାର୍ତ୍ତା :- ଏହି ପର୍ବ ଅଷ୍ଟମୀ ତିଥି ଶୁକ୍ଳ ପକ୍ଷ ରେ ପାଳନ ହୋଇ ଆସୁଥିବା ବେଳେ ମହା ସମାରୋହରେ ପାଳିତ ହୋଇ ଆସୁଛି ! କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ କଣ୍ଡରେଇ ଧନେବନ୍ଦ୍ ପଡ଼ା ଠାରେ ୨୦ ବର୍ଷ ଧରି ଜନ୍ମାଷ୍ଟମୀ ପର୍ବ ପାଳନ ହୋଇ ଆସୁଥିବା ବେଳେ ଶୁକ୍ରବାର ଦିନ ସକାଳ ୧୦ ଘ ସମୟ ରେ ପୂଜା ଆରମ୍ଭ ହୋଇ ଥିଲା ଗୋପୀନାଥ ସାହୁ ଧର୍ମପତ୍ନୀ ସରିତା ସାହୁ କର୍ତା ଭାବରେ ରହି ଥିବା ବେଳେ ଗାୟକ ଠାକୁର ସାହୁ ତପିନ୍ଦ୍ର ସାହୁ ଜଗନ୍ନାଥ ସାହୁ ତରଣୀ ସାହୁ ସୌନ୍ଦର୍ଯ୍ୟ ସାହୁ କ୍ଷ୍ୟତ୍ରୀବର ସାହୁ ହେମସାଗର ସାହୁ ଜନ୍ମ ସାହୁ ମନୋଜ ସାହୁ ସମେତ ସହଯୋଗ କରିଥିଲେ! ରମେଶ ତ୍ରିପାଠୀ ପୂଜକ ଭାବରେ ରହିଥିବା ବେଳେ ଶନିବାର ଦିନ ସମାପ୍ତ ପୁର୍ଣ୍ଣାହୂତି ହୋଇଛି!

କର୍ଲାମୁଣ୍ଡା ରୁ ତପିନ୍ଦ୍ର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow