ଗଜାନନ ଯୁବକ ସଂଘ ପକ୍ଷରୁ ସ୍ବାଧିନତା ଦିବସ ପାଳନ,
*ଗଜାନନ ଯୁବକ ସଂଘ ପକ୍ଷରୁ ସ୍ବାଧିନତା ଦିବସ ପାଳନ*,
ଶୁଭମ ବାର୍ତ୍ତା :- କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରା.ପ ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବିଜେପି ମଣ୍ଡଳ ସଭାପତି ନେତ୍ରାନନ୍ଦ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ,ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସାହୁ , ସହ ଶିକ୍ଷକ ଲମ୍ବୋଦର ସାହୁ,ପବିତ୍ର ବାରିକ୍, ଉସ୍ତ ସାହୁ, ମହାଦେବ ସାହୁ ପ୍ରମୁଖ ସ୍ବାଧିନତା ଦିବସ ପାଳନ ର ମହତ୍ତ୍ଵ ଉପରେ ମତବ୍ୟକ୍ତ କରିଥିଲେ। ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗୱାଡ଼ି ଛାତ୍ର ଛାତ୍ରୀ ଗ୍ରାମବାସୀ,ସଂଘ ସଭାପତି ଗିରିଧାରୀ ସାହୁ , ସମ୍ପାଦକ ଅଶୋକ ସାହୁ , ସଙ୍ଗ ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀ ସଭାପତି ଧନ୍ୟବାଦ ଦେଇଥିଲେ।
କର୍ଲାମୁଣ୍ଡା ରୁ ତପିନ୍ଦ୍ର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?