ନିଖିଳ ଉତ୍କଳ ସୁବର୍ଣ୍ଣ ଗ୍ରାହୀ ସୁଣ୍ଡି ସମାଜ ବର୍ଷିକ ଉତ୍ସଵ ପାଲିତ।
ନିଖିଳ ଉତ୍କଳ ସୁବର୍ଣ୍ଣ ଗ୍ରାହୀ ସୁଣ୍ଡି ସମାଜ ବର୍ଷିକ ଉତ୍ସଵ ପାଲିତ।
ଗୋଲାମୁଣ୍ଡା,୦୧/୦୩( ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗ୍ରାମ ଠାରେ ନିଖିଳ ଉତ୍କଳ ସୁବର୍ଣ୍ଣଗ୍ରାହୀ ଶୁଣ୍ଢୀ ସମାଜର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଳପତି ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ବେହେରା, ଯୋଗ ଦେଇ ଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ହରିହର ବେହେରା, କଣ୍ଟାବାଞ୍ଜି, ଉପକୂଳପତି - ଶ୍ରୀଯୁକ୍ତ ଦସମୁ ବେହେରା, ଶ୍ରୀଯୁକ୍ତ ତରଣୀସେନ ବେହେରା, ସହ - ସମ୍ପାଦକ - ଶ୍ରୀଯୁକ୍ତ ପୁଲଷ୍ଟି ବେହେରା, ଶ୍ରୀଯୁକ୍ତ କ୍ଷିତୀରାମ ବେହେରା, କୋଷଧ୍ୟକ୍ଷ - ଶ୍ରୀଯୁକ୍ତ ଡମ୍ବରୁଦଧର ବେହେରା, ଦିଗସରା ମଣ୍ଡଳ ସଭାପତି ନିମାୟୀ ଚରଣ ବେହେରା, ବ୍ରଜ କିଶୋର ବେହେରା ପ୍ରମୁଖ ମଞ୍ଚାସିନ ଥିବା ବେଳେ କଣ୍ଟାମାଳ ଆୟୋଜକ କମିଟି ତଥା ମହିଳା ମୋର୍ଚ୍ଚା ଗ୍ରାମ୍ୟକମିଟି ବାଳିପଦର୍, କଣ୍ଟାମାଳ ଗ୍ରାମ୍ୟକମିଟି ତ୍ରିଲୋଚନ ବେହେରା, ସମ୍ପାଦକ ମଚନ ବେହେରା,କେନ୍ଦ୍ର କମିଟି ସଦସ୍ୟ ରଙ୍ଗାଧର ବେହେରା ଓ ବାଲିପଦର ଗ୍ରାମ୍ୟ କମିଟି ତଥା ସଭାପତି କୁଶଧ୍ୱଜ ବେହେରା, ସମ୍ପାଦକ ଠାକୁର ବେହେରା, କେନ୍ଦ୍ର କମିଟି ସଦସ୍ୟ ଶ୍ରୀଯୁକ୍ତ ଦୀନବନ୍ଧୁ ବେହେରା , ଚାପଧାରି ବେହେରା, ସିମାଞ୍ଚଲ୍ ବେହେରା, ଭୋଲେଶ୍ୱର୍ ବେହେରା, ପ୍ରମୂଖ ଗ୍ରାମ୍ୟ କମିଟି ସହଯୋଗ କରିଥିଲେ ।ସଭାକାର୍ଯ୍ୟ ଶେଷରେ କୁନା କୁନି ପିଲା ମାନଙ୍କ ମଧ୍ୟରେ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା।
What's Your Reaction?