ଆତ୍ମ ସୁରକ୍ଷା ତାଲିମ ଶିଶିର ଉଜ୍ଜ୍ୟାପିତ,

Mar 18, 2026 - 14:29
Mar 18, 2026 - 14:32
 0  33
ଆତ୍ମ ସୁରକ୍ଷା ତାଲିମ ଶିଶିର ଉଜ୍ଜ୍ୟାପିତ,

ଆତ୍ମ ସୁରକ୍ଷା ତାଲିମ ଶିଶିର ଉଜ୍ଜ୍ୟାପିତ,

ଶୁଭମ ବାର୍ତ୍ତା :- ନର୍ଲା ଡିଗ୍ରୀ କଲେଜ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଜ୍ଜ୍ୟାପିତ ହୋଇଯାଇଛି, ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଗତ ୫ ତାରିଖ ରୁ ଦୀର୍ଘ ୧୨ ଦିନ ଧରି ଛାତ୍ରୀ ମାନଂକୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା,ଡିଗ୍ରୀ କଲେଜ ଅଧ୍ୟକ୍ଷ ନାରାୟଣ ନାଏକ ଙ୍କ ତତ୍ତ୍ୱବଧାନ ରେ ତାଲିମ ପ୍ରଦାନ କରାଯାଇଥିଲା, ତାଲିମ ପ୍ରଦାନ କରି ଦୁଇ ଜଣ ଛାତ୍ରୀ କୁମୁଦିନୀ ମାଝୀ ଓ ଗୀତାଞ୍ଜଳି ବୈଠାରୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ, ଶିବିର ପରିଚାଳନା ଦାୟିତ୍ୱ ରେ ମହା ବିଦ୍ୟାଳୟ ର ଅଧ୍ୟାପିକା ତଥା ନୋଡାଲ ଅଫିସର ଶ୍ରୀମତୀ ପଣ୍ଡା ପରିଚାଳନା କରିଥିଲେ, ଏହି ଉଜ୍ଜପନୀ ଉତ୍ସବ ରେ କଲେଜ ଅଧ୍ୟାପକ ସୁଶାନ୍ତ ସାହୁ ଅଧ୍ୟାପିକା ସଂଘମିତ୍ରା ପଣ୍ଡା ଅଧ୍ୟାପିକା ବାସନ୍ତୀ ସାହୁ, କ୍ରୀଡା ଶିକ୍ଷକ କ୍ଷୀତିଶ କୁମାର ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଂକୁ ମାର୍ଗ ଦର୍ଶନ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ କଲେଜର କର୍ମଚାରୀ ରବୀନ୍ଦ୍ର ଭୋଇ, ସନ୍ତୋଷ ନାଏକ, ଗୌର ମାଝୀ, ଗୋପାଳ ଅଡଜୁଆଡ଼, ସନ୍ତୋଷ ନାଗ, ସମେତ ଶିବିର ପରିଚାଳନା ରେ ସହଯୋଗ କରିଥିଲେ, ଡିଗ୍ରୀ କଲେଜ ପ୍ରଥମ ବର୍ଷ ୮୦ ଜଣ ଛାତ୍ରୀ ଶିବିରରେ ତାଲିମ ଅଂଶ ଗ୍ରହଣ କରିଥିଲେ,

What's Your Reaction?

like

dislike

love

funny

angry

sad

wow