ସାପ କାମୁଡାରେ କକା ପୁତୁରାଙ୍କ ମୃତ୍ୟୁ,
ସାପ କାମୁଡାରେ କକା ପୁତୁରାଙ୍କ ମୃତ୍ୟୁ,
ଶୁଭମ ବାର୍ତ୍ତା :- ରାତିରେ ଶୋଇଥିବା ବେଳେ ୩ ଜଣଙ୍କୁ ବିଷ ଧର ସାପ,କାମୁଡ଼ିଥିବା ବେଳେ କକା-ପୁତୁରା ମୃତ, ଆଉ ଜଣେ ଗୁରୁତର |ପୋଲ କାମରେ ନିୟୋଜିତ ଥିବା କକା-ପୁତୁରାଙ୍କୁ ସାପ କାମୁଡ଼ି ଦେଇଥିଲା। ହେଲେ କେହି ଜାଣି ପାରିଲେନି। ଅନ୍ୟ ଜଣେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲକୁ ଆଣିବା ବେଳେ ହସ୍ପିଟାଲରେ କକା ଓ ପୁତୁରାଙ୍କ ଜୀବନ ଚାଲିଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତ ବଙ୍ଗୋମୁଣ୍ଡା ଥାନା ବଲଧା ଗାଁରେ ବୋଲି ସୂଚନା ମିଳିଛି ।
What's Your Reaction?