ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ବନ୍ଧା ହେଲେ ଏସ ଆଇ ବାବୁ ।

Aug 23, 2026 - 05:14
 0  7
ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ବନ୍ଧା ହେଲେ ଏସ ଆଇ ବାବୁ ।

ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ବନ୍ଧା ହେଲେ ଏସ ଆଇ ବାବୁ । 

ଶୁଭମ ବାର୍ତ୍ତା :- ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଏସ ଆଇ ବାବୁ । ସବଇନସ୍ପେକ୍ଟର ପ୍ରଭାତ କୁମାର ନାୟକଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୋଲିସ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ ଆଇ ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଯୁବତୀ ।

What's Your Reaction?

like

dislike

love

funny

angry

sad

wow