ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ,

Aug 15, 2026 - 19:06
Aug 15, 2026 - 19:09
 0  35
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ,

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ,

ଶୁଭମ ବାର୍ତ୍ତା :- ରୁପ୍ରା ରୋଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନର ଅଧ୍ୟକ୍ଷ ଡକ୍ଟର ସୁବାଷ ଚନ୍ଦ୍ର ଅଗ୍ରୱାଲ ଯୋଗ ଦେଇ ପତାକା ଉତ୍ତୋଳନ କରି ଥିଲେ l ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରାଜେଶ କୁମାର ଦତ୍ତା, ଅନୁଷ୍ଠାନ ର ସଭାପତି ଶ୍ରୀ ଘନଶ୍ୟାମ ଭୋଇ, ସମ୍ପାଦକ ଶ୍ରୀ ସଂଜୀବ ଦାସ ତଥା ପରିଚାଳନା ସମିତି ସଭ୍ୟା ମାନେ ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥି ଶିଶୁଙ୍କୁ ମାର୍ଗଦର୍ଶନ ସହିତ ବିଦ୍ୟାଳୟକୁ ସାହାଯ୍ୟ ଓ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ l ବରିଷ୍ଠ ଗୁରୁଜୀ ନିକୁଞ୍ଜ ବିହାରୀ ନାଗ ମଞ୍ଚ ପରିଚାଳନା କରିଥିଲେ l

What's Your Reaction?

like

dislike

love

funny

angry

sad

wow