ପୁଣି ଆସିଲା ଛାତ୍ରୀ ନିର୍ଯାତନାର ଆଉ ଏକ ଛାତିଥରା ଘଟଣା ।

Jul 19, 2025 - 14:20
Jul 19, 2025 - 14:22
 0  5
ପୁଣି ଆସିଲା ଛାତ୍ରୀ ନିର୍ଯାତନାର ଆଉ ଏକ ଛାତିଥରା ଘଟଣା ।

 ପୁଣି ଆସିଲା ଛାତ୍ରୀ ନିର୍ଯାତନାର ଆଉ ଏକ ଛାତିଥରା ଘଟଣା ।

ଶୁଭମ ବାର୍ତ୍ତା :- ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆବର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳି ଦେଲେ ଦୁର୍ବୃତ୍ତ । ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାକୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି । ୬୦ପ୍ରତିଶତ ପୋଡି ଯାଇଥିବା ଛାତ୍ରୀ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି । କିଏ ଓ କାହିଁକି ଏମିତି କଲା  ତଦନ୍ତ କରୁଛି ପୁଲିସ,ସୂଚନାମୁତାବକ ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ ସେହିଠାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ ।ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

What's Your Reaction?

like

dislike

love

funny

angry

sad

wow