ନର୍ଲା କୁନିଆ ପୂଜା ଦୋକାନ ରୁ ଲକ୍ଷାଧିକ ଟଙ୍କାର ବାଣ ଜବତ,
ନର୍ଲା କୁନିଆ ପୂଜା ଦୋକାନ ରୁ ଲକ୍ଷାଧିକ ଟଙ୍କାର ବାଣ ଜବତ,
ଶୁଭମ ବାର୍ତ୍ତା /ନର୍ଲା ସହର ରେ ଥିବା କୁନିଆ ପୂଜା ଦୋକାନ ରୁ ଲକ୍ଷାଧିକ ଟଙ୍କା ର ବାଣ ଜବତ, ଦୀପାବଳୀ ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ବାଣ ବିକ୍ରି ହେଉଛି, କିଛି ଲାଇସନ୍ସ ପ୍ରାପ୍ତ ବେପାରୀ ଥିବା ବେଳେ ଅନେକ ଲୋକ ବିନା ଲାଇସନ୍ସ ରେ ବେଧଡକ୍ ଭାବେ ବାଣ ବିକୁଛନ୍ତି ତାକୁ ନିୟନ୍ତ୍ରଣ କରିବା ପାଇଁ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଆଇନ୍ ବାଣ ଜବତ ହେଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା କୁନିଆ ପୂଜା ଦୋକାନ କୁ ସିଜ୍ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି କଳାହାଣ୍ଡି ପୋଲିସ୍ ।ଏତେ ପରିମାଣ ର ବାଣ କଳାହାଣ୍ଡି ରୁ କେବେ ଜବତ୍ ହୋଇ ନ ଥିଲା, ବାଣ ଜବତ୍ କରିବାକୁ ପୋଲିସ୍ କୁ ବହୁତ୍ ସମୟ ଲାଗୁଛି, ଖବର ଲେଖା ହେବା ପର୍ଯ୍ୟନ୍ତ ବାଣ ଜବତ୍ ଜାରି ରହିଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?