ଭାରତୀୟ ଜନତା ପାର୍ଟି ବିଷମକଟକ ମଣ୍ଡଳରେ ବନ୍ଦେ ମାତା ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ l
ଭାରତୀୟ ଜନତା ପାର୍ଟି ବିଷମକଟକ ମଣ୍ଡଳରେ ବନ୍ଦେ ମାତା ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ l
ରାୟଗଡା ଶୁଭମବାର୍ତ୍ତା :-ରାୟଗଡା ଜିଲ୍ଲା ବିଷମକଟକ ମଣ୍ଡଳରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଗୋପିଆ ଆନନ୍ଦ ଙ୍କ ନିର୍ଦେଶ କ୍ରମେ ଆଜି ବିଷମକଟକ ର ଇଷ୍ଟଦେବି ମା ମାର୍କମା ମନ୍ଦିର ଠାରୁ ନେତାଜୀ ଛକ ପର୍ଯ୍ୟନ୍ତ ବନ୍ଦେ ମାତା ରାମ ନାରାବାଜି ସଂଗୀତ ଗାନ ରେ ଯଶଶ୍ରୀ ନରେନ୍ଦ୍ର ମୋଦି ଙ୍କ ଅଭିଭାଷଣ ରେ ବିଷମକଟକ ସହର ଚଳଚଞ୍ଚଳ ହୋଇ ଉଠିଥିଲା l ବିଷମକଟକ ମଣ୍ଡଳ ର ସମସ୍ତ ବିଜେପି କାର୍ଯ୍ୟକର୍ତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ବନ୍ଦେ ମାତା ରାମ, ଭାରତ ମାତାକି ଜୟ, ବିଜେପି ଜିନ୍ଦାବାଦ, ନରେନ୍ଦ୍ର ମୋଦି ଜିନ୍ଦାବାଦ, ଓଡିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିନ୍ଦାବାଦ, ମନମୋହନ ଭାଇ ଜିନ୍ଦାବାଦ, ଗୋପିଆ ଆନନ୍ଦ ଭାଇ ଜିନ୍ଦାବାଦ, ବିଷମକଟକ ମଣ୍ଡଳ ବିଜେପି ଜିନ୍ଦାବାଦ ସ୍ଲୋଗାନ ଦେଇ ବିଜେପି ର କାର୍ଯ୍ୟକର୍ତା ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସର୍ବେଶ୍ୱର ସୁନା,ପୂର୍ବତନ ଯୁବ ମୋର୍ଚ୍ଚା ସଵାପତି ଶ୍ରୀ ଶିବ ପ୍ରସାଦ ପାଢ଼ୀ,ଜିଲ୍ଲା ଉପ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ପାଳ,ସଵାପତି ସୋମନାଥ ହିମିରିକା,ତ୍ରିନାଥ ଗୌଡ଼, ସାଇରlମ ପଟନାୟକ, ମନୋଜ କୁମାର ପଣ୍ଡା,କାଳିଚରଣ ତ୍ରିପାଠୀ,ରବୀନ୍ଦ୍ରନାଥ କବିର,ଅଙ୍ଗଦ ଟାକ୍ରୀ ଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ମାନେ ଯୋଗଦେଇ ବନ୍ଦେ ମତା ରାମ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା l
What's Your Reaction?