ଟ୍ରକ ଧକ୍କାରେ ବାଇକ ଚାଳକ ମୃତ୍ୟୁ,
ଟ୍ରକ ଧକ୍କାରେ ବାଇକ ଚାଳକ ମୃତ୍ୟୁ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗ୍ରାମପଞ୍ଚାୟତ ଗୋଇନ୍ଦୀମୁଣ୍ଡା ନିକଟରେ ଟ୍ରକ ଧକ୍କାରେ ବାଇକ ଚାଳକ ମୃତ୍ୟୁ, ମୃତ୍ୟୁ ବ୍ୟକ୍ତି ହେଲେ ନିରନ କଟା କୋକପଦାର ବୋଲି ଜଣା ପଡିଛି
What's Your Reaction?