କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଙ୍ଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ,

Aug 10, 2025 - 07:47
Aug 10, 2025 - 07:55
 0  28
କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଙ୍ଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ,

କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଙ୍ଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଦୁଆରସୁନୀ ଗ୍ରାମ ପଂଚାୟତ ଅନ୍ତର ଗତ ଦାମୋଦରପୁର (ନୁଆଁ ଗାଁ ) ଠାରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି, ସଦର ବ୍ଲକର ନୁଆଗାଁ ର ସମସ୍ତ ଆଦିବାସୀ ଆଜି ସକାଳୁ ଏକ ଜୋଟ ହେଇଥିବା ବେଳେ ଏହି ସମାରୋହରେ ବରିଷ୍ଠ ଆଦିବାସୀ ନେତା ମାନେ ମଧ୍ୟ ଯୋଗ ଦେଇଥିଲେ, କଳାହାଣ୍ଡି ଡିଷ୍ଟିକ ଆଦିବାସୀ ସଙ୍ଘ କାର୍ଯ୍ୟକାରୀ ସଭାପତି ଶ୍ରୀ ସୁରେଶ ମାଝୀଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିଶକନ୍ଧ ସମାଜର ସଭାପତି ଶ୍ରୀ ସୁରେଶ କୁମାର ଭୋଇ, ଯୋଗ ଦେଇଥିବା ବେଳେ ବରିଷ୍ଠ କଳାହାଣ୍ଡି ଡିଷ୍ଟିକ ଆଦିବାସୀ ସଙ୍ଘ ଶାଖା ନର୍ଲା ବ୍ଲକ ଇନ୍ଦ୍ରମଣି ଯାନୀ, ସଂମ୍ମାନିତ ଅତିଥି ଭାବେ ଡିଷ୍ଟିକ ଆଦିବାସୀ ସଙ୍ଘ ଶାଖା ଜୁନାଗଡ଼ ବ୍ଲକ ଆଦିବାସୀ ସଙ୍ଘର ସଭାପତି ସୁପ୍ରସନ ଭୋଇ, ବଳିଆର ଭୋଇ,କଳାହାଣ୍ଡି ଡିଷ୍ଟିକ ଆଦିବାସୀ ସଙ୍ଘର ସାଧାରଣ ସମ୍ପାଦକ ଶୁକଦେବ ମାଝୀ,ସୁରେନ୍ଦ୍ର ମାଝୀ, ପ୍ରଦୀପ ଯାନୀ, ପରମା ଯାନୀ, ସନ୍ୟାସୀ ମାଝୀ ପଦୁଲୋଚନ ମାଝୀ, କୁମାର ମାଝୀ,ଅଜିତ ମାଝୀ, ଭୁଜରାଜ ଭୋଇ,ସଦର ବ୍ଲକ ମହିଳା ସଭାନେତ୍ରୀ ପିଙ୍କି ମାଝୀ ପ୍ରମୁଖ ଯୋଗ ଦେଇଥିଲେ,ଆଦିବାସୀ ଙ୍କ ସୁରକ୍ଷା ଓ ମୌଳିକ ଅଧିକାର, ଜଳ, ଜମି, ଜଙ୍ଗଲ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ସାମାଜିକ ପରିବର୍ତନ ସମେତ ବିଭିନ୍ନ ବିଷୟରେ ମତ ବ୍ୟକ୍ତି ରଖିଥିଲେ, ଏଥିରେ ଖଗେଶ୍ୱର ମାଝୀ, ଅର୍ଜୁନ ମାଝୀ, ଧନେ ମାଝୀ, ଚୈତନ୍ୟ ମାଝୀ, ପ୍ରସନ୍ନ ମାଝୀ, ଦିବାକର ମାଝୀ, ଧନୁର୍ୟ୍ଯ ମାଝୀ, ସିମାଞ୍ଚଳ ମାଝୀ, ପରମା ନନ୍ଦ ଯାନି, ତୀର୍ଥ ମାଝୀ, ପ୍ରକାଶ ମାଝୀ, ସଂଜିତ ମାଝୀ, ପବିତ୍ର ଯାନୀ,ସୁନୀଲ ଯାନୀ, ହରୀ ଯାନୀ, ନେପାଳ ଯାନୀ, ରୁଷାନ ମାଝୀ, ଦେବରାଜ ମାଝୀ, ଦମୟନ୍ତୀ ମାଝୀ, ରଜନୀ ମାଝୀ, ପ୍ରଭାତୀ ମାଝୀ, ପ୍ରମିଳା ଯାନୀ, ପର୍ତ୍ତି ମାଝୀ, ପୂର୍ଣ୍ଣ ମାଝୀ, ପ୍ରିୟଙ୍କା ମାଝୀ, ବନିତା ମାଝୀ, ବୃନ୍ଦା ମାଝୀ, ସୁଷମା ମାଝୀ, ମାଳତୀ ମାଝୀ, ଚଞ୍ଚଳା ମାଝୀ, ଦେବକୀ ମାଝୀ, ମମତା ଯାନୀ ସମେତ ଭବାନୀପାଟଣା ବ୍ଲକର ବିଭିନ୍ନ ଅଂଚଳ ରୁ ଆସିଥିବା ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ, ଏହି କାର୍ଯ୍ୟ କ୍ରମକୁ ଶୁକ ଦେବ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଘ କରିଥିଲେ,

   କଳାହାଣ୍ଡି ରୁ ଅଜିତ ମାଝୀ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow