ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ,

May 6, 2026 - 09:19
 0  19
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ,

ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ,

ନର୍ଲା ଶୁଭମ ବାର୍ତ୍ତା :- ୦୬/୦୫/କଳାହାଣ୍ଡି ଜିଲ୍ଲା କୁଲତା ସମାଜ ର ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ତାଙ୍କର ପୈତୃକ ଗ୍ରାମ ସଦର ବ୍ଲକ ଲିମପଡ଼ା ଠାରେ ଅନୁଷ୍ଠିତ ହୋଇଛି ଶ୍ରୀ ପଧାନ କୁଲତା ସମାଜ ର କେବଳ ସଂଗଠକ ନ ଥିଲେ ଏକା ଧାରକେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜଡ଼ିତ ରହି ସମାଜ ର ଅନେକ ଜନହିତକର କାର୍ଯ୍ୟ ରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ବହୁ କ୍ଷେତ୍ରରେ ସହଯୋଗ ର ହାତ ବଢାଇଥିଲେ ଏଣୁ ସେଭଳି ଜଣେ ବଲିଷ୍ଠ ଦକ୍ଷତା ପୁରୁଷଙ୍କୁ ହରାଇ ସମଗ୍ର କଳାହାଣ୍ଡି ଜିଲ୍ଲାର କୁଲତା ସମାଜ ମିରୟମାଣ ହୋଇପଡିଛି ଏବଂ ବିଭିନ୍ନ ବର୍ଗର ଶୁଭେଚ୍ଛୁ ବନ୍ଧୁବର୍ଗ ମାନେ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ରେ ଯୋଗଦାନ କରି ତାଙ୍କର ମହାନ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି

What's Your Reaction?

like

dislike

love

funny

angry

sad

wow