ଡମ କର୍ଲା ଖୁଣ୍ଟା ସରପଞ୍ଚ ଙ୍କ ସ୍ୱାମୀଙ୍କୁ ଛୁରୀରେ ଭୁସି ହତ୍ୟା, ଦୁର୍ବୃତ୍ତ ଫେରାର,

Aug 6, 2026 - 06:05
Aug 6, 2026 - 06:10
 0  82
ଡମ କର୍ଲା ଖୁଣ୍ଟା ସରପଞ୍ଚ ଙ୍କ ସ୍ୱାମୀଙ୍କୁ ଛୁରୀରେ ଭୁସି ହତ୍ୟା, ଦୁର୍ବୃତ୍ତ ଫେରାର,

ଡମ କର୍ଲା ଖୁଣ୍ଟା ସରପଞ୍ଚ ଙ୍କ ସ୍ୱାମୀଙ୍କୁ ଛୁରୀରେ ଭୁସି ହତ୍ୟା, ଦୁର୍ବୃତ୍ତ ଫେରାର,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଡମ କର୍ଲା ଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରାଣୀ ରଣା ଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା ଫକୀର ରଣା ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଛୁରୀ ଭୂଷି ହତ୍ୟା କରି ଫେରାର ହୋଇଛନ୍ତି ଦୁର୍ବୁତ୍ତ ମାନେ ।ଏହି ଘଟଣା ଟି ସନ୍ଧ୍ୟା ସମୟର ବୋଲି ସୂଚନା ମିଳିଛି, ସଂଗେ ସଂଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ରେ କୌଣସି କାରଣ ଜଣାପଡ଼ିନାହିଁ ପୋଲିସ ର ତଦନ୍ତ ଜାରୀରହିଛି,

What's Your Reaction?

like

dislike

love

funny

angry

sad

wow