ହଜିଥିବା ମୋବାଇଲ ଫୋନ ଜବତ କଲା ନର୍ଲା ପୋଲିସ, ଯୁବତୀ ଙ୍କୁ ହସ୍ତାନ୍ତର କରିଥିବା ସୂଚନା
ଶୁଭମ ବାର୍ତ୍ତା (ଅଜିତ ମାଝୀ ):- ନର୍ଲା ତା ୦୧/୦୧/୨୬ଗତ ୧୨/୧୨/୨୦୨୫ ରିଖ ଦିନ କର୍ମେ ଗ୍ରାମର ଯାଜ୍ଞସେନି ମାଝୀ ୨୪ ବର୍ଷୀୟ ଯୁବତୀ ଗାଁ ରୁ ବାହାରି ଭବାନୀପାଟଣା ସହର ଅଭିମୁଖେ ଯାଉଥିବା ବେଳେ ବ୍ୟସ୍ତତା ଭିତରେ ତାଙ୍କ ବ୍ୟବହୃତ ମୋବାଇଲ୍ ଫୋନ୍ ହଜିଯାଇଥିବା ଘଟଣା କୁ ନେଇ ନର୍ଲା ଥାନାରେ ଅଭିଯୋଗ କରିଥିଲେ, ଅଭିଯୋଗ ପରେ ଦାୟିତ୍ୱରେ ଥିବା ନର୍ଲା ଥାନା ASI ଅବନୀ କୁମାର ଖୁରା ଓ ପ୍ରିୟଙ୍କା ସାହୁ ଙ୍କ ଉଦ୍ୟମରେ EMI ନମ୍ବର୍ ଦ୍ଵାରା ହଜିଯାଇଥିବା ମୋବାଇଲ ଫୋନ୍ କୁ ଜବତ କରାଯାଇଥିବା ବେଳେ ଆଜି ଗୁରୁବାର ନବବର୍ଷ ଦିନ ପୋଲିସ ପକ୍ଷରୁ ଯାଜ୍ଞସେନୀ ମାଝୀ ଙ୍କୁ ମୋବାଇଲ ଫୋନ୍ ହସ୍ତାନ୍ତର କରାଯାଇଥିଲା । ଯୁବତୀ ଜଣକ ହଜିଥିବା ମୋବାଇଲ ଫୋନ୍ ମିଳିବା ପରେ ନର୍ଲା ପୋଲିସ କୁ ସାଧୁବାଦ୍ ଜଣାଇଛନ୍ତ,
What's Your Reaction?