ବିଭିନ୍ନ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ,
ବିଭିନ୍ନ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ,
ନର୍ଲା ଶୁଭମ ବାର୍ତ୍ତା :- ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୦୨ପ୍ରଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି, ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତହସିଲ କାର୍ଯ୍ୟାଳୟ, ସମନିତ ଶିଶୁଵିକାଶ କାର୍ଯ୍ୟାଳୟରେ ସମୂହ ଶପଥ ପାଠ କରିଥିଲେ, ଦୁର୍ନୀତି ବିକାଶ ମୁଖ୍ୟ ବାଧକ ତେଣୁ ସମ୍ମିଳିତ ଭାବେ ଜିଲ୍ଲା, ରାଜ୍ୟ ଓ ଦେଶରେ ଉର୍ନ୍ନତି ପାଇଁ ଦୁର୍ନୀତିର ମୂଳ ଉତତ୍ପାଟନ କରିବାକୁ ସମସ୍ତେ ଶପଥ ପାଠ କରିଥିଲେ, ପରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ଏକ ଶୋଭାଯାତ୍ରା ବାହାରି ନର୍ଲା ସହର ପରୀକ୍ରମା କରି ସ୍ଲୋଗାନ ମାନ ଦେଇଥିଲେ, ଏଥି ପ୍ରତି ସମସ୍ତେ ବିଭାଗୀୟ ଅଧିକାରୀ କର୍ମଚାରୀ ମାନେ ସଚେତନତ ସଜାଗ ରହିବାକୁ ମତପ୍ରକାଶ ପାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ,ସିଡିପିଓ ଅଞ୍ଜିଳି ପଟ୍ଟନାୟକ ଓ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ସୋନମ ମହାରଣା ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ,
ନର୍ଲାରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,
What's Your Reaction?