୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭବାନୀପାଟଣା ସ୍ଥିତ ଉପର କଣ୍ଟାବାଞ୍ଜି ଛକ ଠାରେ ଅଲ୍ ଓଡିଶା ବୁଦ୍ଧ ବିହାରି ତରଫରୁ ପ୍ରଭୁ ବୁଦ୍ଧଙ୍କ ପ୍ରତିମୁର୍ତୀ ସ୍ଥାପିତ

Jan 27, 2026 - 19:33
 0  28
୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭବାନୀପାଟଣା ସ୍ଥିତ ଉପର କଣ୍ଟାବାଞ୍ଜି ଛକ ଠାରେ ଅଲ୍ ଓଡିଶା ବୁଦ୍ଧ ବିହାରି ତରଫରୁ ପ୍ରଭୁ ବୁଦ୍ଧଙ୍କ ପ୍ରତିମୁର୍ତୀ ସ୍ଥାପିତ

୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭବାନୀପାଟଣା ସ୍ଥିତ ଉପର କଣ୍ଟାବାଞ୍ଜି ଛକ ଠାରେ ଅଲ୍ ଓଡିଶା ବୁଦ୍ଧ ବିହାରି ତରଫରୁ ପ୍ରଭୁ ବୁଦ୍ଧଙ୍କ ପ୍ରତିମୁର୍ତୀ ସ୍ଥାପିତ,

ଭବାନୀପାଟଣା, ୨୭/୦୧(ଜଗନ୍ନାଥ ନାଏକ), ଶୁଭମ ବାର୍ତ୍ତା : ଗତ ତା ୨୬ ଡିସେମ୍ବର ୨୦୨୬ ରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଭବାନୀପାଟଣା ସ୍ଥିତ ଉପର କଣ୍ଟାବାଞ୍ଜି ଛକ ଠାରେ ଅଲ୍ ଓଡିଶା ବୁଦ୍ଧ ବିହାରି ତରଫରୁ ପ୍ରଭୁ ବୁଦ୍ଧଙ୍କ ପ୍ରତିମୁର୍ତୀ ସ୍ଥାପିତ କରାଯାଇଅଛି। ସଭାପତି ବୈକୁଣ୍ଠ ଶିଖା ଙ୍କ ତତ୍ୱାବଧାନରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଉପଦେଷ୍ଟା ଧୀମାନ ଶ୍ୟାମସୁନ୍ଦର ନାଏକ, ଧୀମାନ ସୁଗ୍ରୀବ ଦୀପ, ରଥୀ ବାଗ, ବସନ୍ତ ନାଏକ, ନାଦରାଜ ନାଏକ, ସୁର୍ଯ୍ୟ ନାରାୟଣ ନାଏକ, ବିଭିଷଣ ନାଏକ, ରାଜକୁମାର ନାଏକ, ଜଗମୋହନ ନାଏକ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ବୁଦ୍ଧଙ୍କ ପ୍ରତିମୁର୍ତୀରେ ସ୍ତିତିଚାରଣ, ମାଲ୍ୟାର୍ପଣ ସହ, ଦୀପ ପ୍ରାଯ୍ୟୋଲନ କରିଥିଲେ ଗ୍ରାମବାସୀ ଏ କାର୍ଯ୍ୟକ୍ରମ କୁ ପୁର୍ଣ୍ଣ ସହଯୋଗ କରିଥିବାବେଳେ ଦୀଲିପ ଶିଖା, ପୁରନ୍ଦର ଶିଖା, ଲଲିତ ନାଏକ ସମାପନ କାର୍ଯ୍ୟ ବହନ କରିଥିଲେ।

What's Your Reaction?

like

dislike

love

funny

angry

sad

wow