ଓଡିଶା ବନ୍ଦରେ ଗୋଲାମୁଣ୍ଡା ରେ ଆଂଶିକ ପ୍ରଭାବ ଅଖ ଚକ୍ ଓ ସ୍କୁଲ କଲେଜ ବନ୍ଦ ଥିବାବେଳେ ଦୋକାନ ବଜାର ସ୍ବାଭାବିକ,

Jul 18, 2025 - 14:59
 0  56
ଓଡିଶା ବନ୍ଦରେ ଗୋଲାମୁଣ୍ଡା ରେ ଆଂଶିକ  ପ୍ରଭାବ  ଅଖ ଚକ୍ ଓ ସ୍କୁଲ କଲେଜ ବନ୍ଦ ଥିବାବେଳେ ଦୋକାନ ବଜାର ସ୍ବାଭାବିକ,

ଓଡିଶା ବନ୍ଦରେ ଗୋଲାମୁଣ୍ଡା ରେ ଆଂଶିକ ପ୍ରଭାବ,

   ଅଖ ଚକ୍ ଓ ସ୍କୁଲ କଲେଜ ବନ୍ଦ ଥିବାବେଳେ ଦୋକାନ ବଜାର ସ୍ବାଭାବିକ 

ଗୋଲାମୁଣ୍ଡା ବ୍ଲକ ରୁ ( ଶୁଭମ ବାର୍ତ୍ତା)ଫକୀର ମୋହନ ସୟଂ ଚାଳିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମାତ୍ମହୁତିର ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ଵାନ କ୍ରମେ ବାର ଘଣ୍ଟିଆ ଓଡ଼ିଶା ବନ୍ଦ କରିଥିବା ବେଳେ ଗୋଲାମୁଣ୍ଡା ଠାରେ ତାହା ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି।ସ୍କୁଲ୍ କଲେଜ୍ ସରକାରୀ ଅଫିସ ,ଚାରି ଚକିଆ ଯାନବାହାନ ଚଳାଚଳ ବନ୍ଦ ଥିବାବେଳେ ଦୋକାନ ବଜାର ସ୍ବାଭାବିକ ଥିଲା। ଏହି ଅବସରରେ ରାଜ୍ୟ କଂଗ୍ରେସ ଅନୂସୁଚିତ ସେଲ ସାଧାରଣ ସମ୍ପାଦକ ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭ୍ୟ ମାନେ ଗୋଲମୁଣ୍ଡା ଫୋରୱେ ବାଏ ପାସ ନିକଟରେ ଧର୍ମଗଡ ଓ ନୂଆପଡା ଜିଲ୍ଲା ସଂଯୋଗ୍ କରୁଥିବା ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ।

 ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow