ମୋହନ ସରକାର ନର୍ଲା କୁ NAC ମାନ୍ୟତା ଘୋଷଣା କରିଥିବା ହେତୁ ନର୍ଲା ଅଞ୍ଚଳରେ ଖୁସିର ଲହରୀ । କୃତଜ୍ଞତା ଜ୍ଞାପନ କଲେ ବିକାଶ ମଞ୍ଚ ନର୍ଲା ।
ମୋହନ ସରକାର ନର୍ଲା କୁ NAC ମାନ୍ୟତା ଘୋଷଣା କରିଥିବା ହେତୁ ନର୍ଲା ଅଞ୍ଚଳରେ ଖୁସିର ଲହରୀ । କୃତଜ୍ଞତା ଜ୍ଞାପନ କଲେ ବିକାଶ ମଞ୍ଚ ନର୍ଲା ।
ଶୁଭମ ବାର୍ତ୍ତା :- ନର୍ଲା, ତା ୩୧/୦୮/୨୦୨୫ (ନରୋତ୍ତମ ପାୟାସିଂ)ଦୀର୍ଘ ବର୍ଷ ଧରି କଳାହାଣ୍ଡି ଜିଲ୍ଲା ନର୍ଲା ସହରକୁ କୁ NAC ମାନ୍ୟତା ଦାବୀ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିଲା ,କିନ୍ତୁ ଚଳିତ ବର୍ଷ ରାଜ୍ୟରେ ନବ ଗଠିତ ଡବଲ ଇଞ୍ଜିନ ସରକାର ନର୍ଲା ର NAC ମାନ୍ୟତା ଦାବୀ କୁ ଯୁକ୍ତିଯୁକ୍ତ ଭାବରେ ଗ୍ରହଣ କରି NAC ମାନ୍ୟତା ପ୍ରଦାନ କରିଥିବା ରୁ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ନର୍ଲା ବିକାଶ ମଞ୍ଚ ଓ ଜନସାଧାରଣ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜଣାଇବା ସହ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି।
What's Your Reaction?