ଜନକଲ୍ୟାଣ ସାମ୍ବାଦିକ ସଂଘର ଜନ୍ମବାର୍ଷିକ ପାଳିତ ।
ଜନକଲ୍ୟାଣ ସାମ୍ବାଦିକ ସଂଘର ଜନ୍ମବାର୍ଷିକ ପାଳିତ ।
ଗୋଲାମୁଣ୍ଡା, (ଶୁଭମ ବାର୍ତ୍ତା)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଧାନ ମଣ୍ଡି ଠାରେ ଜନ କଲ୍ୟାଣ ସାମ୍ବାଦିକ ସଂଘର ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘର କାଗଜ ପତ୍ର ସହ ରେଜିଷ୍ଟ୍ରସନ ସାର୍ଟିଫିକେଟକୁ ପୂଜାର୍ଚ୍ଚନା କରି ଏକ କେକ କଟାଯାଇଥିଲା । ଏଥିରେ ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ଲବଜୀ ପଟେଲ, ଉପ ସଭାପତି କୁମରମଣି ଦୁର୍ଗା, ସମ୍ପାଦକ ଈଶ୍ୱର ପୁଟେଲ, ସହ ସମ୍ପାଦକ ବ୍ରହ୍ମା ପ୍ରସାଦ କାଣ୍ଡ, କୋଷାଧକ୍ଷ ରବୀନ୍ଦ୍ର ରାଉତ, ସଭ୍ୟ ପ୍ରିୟକୃଷ୍ଣ ପଟେଲ, ବିସିକେଶନ ଜ୍ୟୋତିଷ, ମହେନ୍ଦ୍ର ଦାସ, ଚନ୍ଦ୍ରଧ୍ଵଜ କେତକୀ, କୃଷ୍ଣ ମହାନନ୍ଦ, ଉପେନ୍ଦ୍ର ବଗର୍ତି, ଧନେଶ୍ୱର ଭାଟି ପ୍ରମୁଖ ଉପସ୍ଥିତ ଥିଲେ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?