ଟ୍ରାନ୍ସଫରମର ରେ ଲାଗିଲା ନିଆଁ, ଲୋକେ ଭୟଭିତ
ଟ୍ରାନ୍ସଫରମର ରେ ଲାଗିଲା ନିଆଁ, ଲୋକେ ଭୟଭିତ,
ଶୁଭମ ବାର୍ତ୍ତା :- ଟ୍ରାନ୍ସଫରମରରେ ଲାଗିଲା ନିଆଁ । କଳାହାଣ୍ଡି ଜିଲ୍ଲା କେଗାଁ ସ୍ଥିତ ବିଦ୍ୟୁତ ଟ୍ରାନ୍ସଫରମର ରେ ନିଆଁ ଲାଗିଥିଵା ବେଳେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ। ଘଟଣା ଟି ଶୁକ୍ରବାର ଅପରାହ୍ନ ୩ ଟା ରେ ଘଟିଛି। କେଗାଁ ୱାର୍ଡ ନମ୍ବର ୧ ସ୍ଥିତ ଏକ ବିଦ୍ୟୁତ ଟ୍ରାନ୍ସଫରମର ରେ ନିଆଁ ଲାଗି ଯାଉଥିବା ଦେଖି ସମାଜସେବୀ ଆଲୋକ ଅଗ୍ରୱାଲ ବିଦ୍ୟୁତ ବିଭାଗ କୁ ଯୋଗାଯୋଗ କରିଥିଲେ। ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ବିଦ୍ୟୁତ ଷ୍ଟ୍ରିପ କରିବା ସହ ମରାମତି କରିଥିଲେ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?