ନୂତନ ୱେବ ମିଡ଼ିଆ ସଂଘ ବିଷମକଟକ ରେ ଆଜି ପ୍ରଥମ ବୈଠକ ଅନୁଷ୍ଠିତ l
ନୂତନ ୱେବ ମିଡ଼ିଆ ସଂଘ ବିଷମକଟକ ରେ ଆଜି ପ୍ରଥମ ବୈଠକ ଅନୁଷ୍ଠିତ l
ରାୟଗଡା ଶୁଭମବାର୍ତ୍ତା :-ରାୟଗଡା ଜିଲ୍ଲା ବିଷମକଟକ ତହସିଲ ରାଜସ୍ବ ବଙ୍ଗଳା ପରିସର ରେ ଆଜି ନୂତନ ୱେବ ମିଡ଼ିଆ ସଂଘ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର, ର ୱେବ ମିଡ଼ିଆ ସାମ୍ବାଦିକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ଓଡିଶା ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ଧାରା ଅନୁଯାଇ ୱେବ ମିଡ଼ିଆ ସଂଘ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରି ବିଷମକଟକ ୱେବ ମିଡ଼ିଆ ସଂଘ ତରଫରୁ ନୂତନ ସଭାପତି ରୂପେ ଶ୍ରୀ ବିଦ୍ୟାଧର ପ୍ରଧାନୀ ଉପ ସଭାପତି ଶ୍ରୀ ପ୍ରସାଦ ସାହୁକାର ସମ୍ପାଦକ ଶ୍ରୀ ଶିବ ପ୍ରସାଦ ପାଢ଼ୀ, କାଶୀନାଥ ପାଳ କୋଷlଧକ୍ଷ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଜୁନେସ ସୁନା, କାର୍ଯ୍ୟ ନିର୍ବାହୀ ସଦସ୍ୟ ରୂପେ ଶ୍ରୀ ମନୋଜ କୁମାର ପ୍ରଧାନୀ, ହୃଷିକେଶ ଲବଲା, ଦିଲୀପ କୁମାର ପଡିହାରୀ, ନରତମ ପାଢ଼ୀ, ଧନୁର୍ଜୟ ରାଜୁ, ଉମେଶ ପାଣି, କମଳା କାନ୍ତ ଭାତ୍ରା, ଲକ୍ଷ୍ମୀ କାନ୍ତ ବେହେରା,ସୁରେନ୍ଦ୍ର ଗୌଡ଼,ଶୁଭମ ମହାପାତ୍ର, ବିଘ୍ନ କୁମାର ପାତ୍ର, ପରମା ନନ୍ଦ କୁଟ୍ରୁକା, କିଶୋର ମହାନାଣ୍ଡିଆ,ପ୍ରଶାନ୍ତ କୁମାର ପାତ୍ର, ସଞ୍ଜୟ ନାଗ, କେଶବ ସlରକା ପ୍ରମୁଖ ଉପସ୍ଥିତ ହୋଇଥିଲେ l ସର୍ବ ଶେଷରେ ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମବାର୍ତ୍ତା |
What's Your Reaction?