ଲଗାଣ ବର୍ଷାରେ ଭାଙ୍ଗିଲା ଘର ,ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ସ୍ତ୍ରୀ,
ଲଗାଣ ବର୍ଷାରେ ଭାଙ୍ଗିଲା ଘର ,ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ସ୍ତ୍ରୀ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲାରେ ତିନ ଦିନ ଧରି ଲଗାଣ ବର୍ଷାରେ ଜନ ଜୀବନ ବେହାଲ ହେବା ସହିତ ନର୍ଲା ସହର ଜଳା ବର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଇଛି, ନର୍ଲା ଅଂଚଳରେ ଅନେକ ଘର ଭାଙ୍ଗି ଯାଇଥିବା ଦେଖା ଯାଇଛି, ପ୍ରବଳ ରୁ ପ୍ରବଳ ବର୍ଷା ଜାରିରହିଥିବା ବେଳେ ନର୍ଲା ପଂଚାୟତ ର ଡ଼ଙ୍ଗର ତଳ ପଡ଼ାର ଟିକୁନୁ ମାଝୀ ଙ୍କ ମାଟି ଘର ଅଧା ରାତ୍ରିରେ ଶୋଇଥିବା ସମୟରେ କାନ୍ତ ପଡି ଭାଙ୍ଗି ଯାଇଥିବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ସ୍ୱାମୀ ସ୍ତ୍ରୀ, ରାତି ସାରା ଦାଣ୍ଡ ବାହାରେ ଛିଡା ହୋଇ ରାତ୍ରି ବିତାଇଥିବା ଟିକୁନୁ ମାଝୀ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି, ସ୍ୱାମୀ ସ୍ତ୍ରୀ ବେସାହାରା ହୋଇ ପଡ଼ିଥିବାରୁ ସ୍ୱାମୀ ସ୍ତ୍ରୀ ଙ୍କୁ ତୁରନ୍ତ କ୍ଷତି ପୂରଣ ଓ ଥଇଥାନ କରିବା ପାଇଁ ଦାବି କରିଛନ୍ତି,
ନର୍ଲା ରୁ ତ୍ରିଲୋଚନ ଗୌଡ଼ଙ୍କ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,
What's Your Reaction?