ଲଘୁଚାପ ବର୍ଷାରେ ଗଛ ଭାଙ୍ଗି ରାସ୍ତା ଅବରୋଧ,

Sep 26, 2026 - 19:48
 0  8
ଲଘୁଚାପ ବର୍ଷାରେ ଗଛ ଭାଙ୍ଗି ରାସ୍ତା ଅବରୋଧ,

ଲଘୁଚାପ ବର୍ଷାରେ ଗଛ ଭାଙ୍ଗି ରାସ୍ତା ଅବରୋଧ,

ଗୋଲାମୁଣ୍ଡା, ୨୬/୯ ( ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡ଼ୁଡ଼ୁକେଲ ଠୁ ଡଙ୍ଗରିଗୁଡ଼ କୁ ସଂଯୋଗ କରୁଥିବା ରାସ୍ତାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ଏଣୁ ଏକ ଦିନ ପାଇଁ ଯାତାୟାତ ବନ୍ଦ ଥିଲା । ଲଘୁଚାପ ଜନିତ ବର୍ଷାରେ ଡୁଡୁକେଲ ଓ ଡଙ୍ଗରୀଗୁଡା ରାସ୍ତାର ଏକ ବିଶାଳ ବମୁର ଗଛ ପଡ଼ିବାରୁ ଯାତାୟାତ ବନ୍ଦ ହୋଇଯାଇଥିଲା । ଏହା ଫଳରେ ଯାତାୟାତ ରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଗଛ କାଟି ଘୁଞ୍ଚାଇବାରୁ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow