ଜାତୀୟ ରାଜପଥ 326 ବୁଡୁଣୀ ଛକ ରାସ୍ତା ରେ ଗାଡି ଓଲଟି ଦୁର୍ଘଟଣା ରେ ଚାଳକ ମୃତ l
ଜାତୀୟ ରାଜପଥ 326 ବୁଡୁଣୀ ଛକ ରାସ୍ତା ରେ ଗାଡି ଓଲଟି ଦୁର୍ଘଟଣା ରେ ଚାଳକ ମୃତ l
ରାୟଗଡା ଶୁଭମବାର୍ତ୍ତା :-ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନିକଟସ୍ଥ ବୁଡୁନୀ ଛକ ଜାତୀୟ ରାଜପଥ 326 ରେ ଗାଡ଼ି ଓଲଟି ହେଇ ରାସ୍ତା କଡ଼ରେ ଗାଡ଼ି ଚାଳକ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି l ଗାଡ଼ି ବିଶାଖା ପାଟଣା ରୁ ରାଉଲକେଲା ଯିବାର ଖବର ମିଳିଛି ।ବିଷମ କଟକ ଠାରୁ ମାତ୍ର 7 କିଲୋମିଟର ଦୂରରେ ଏହି ଦୂରଘଟଣା ଘଟିଛି ।ବିଷମ କଟକ ପୋଲିସ ପ୍ରଶାସନ ଯାଇ ତଦନ୍ତ କରୁଥିବା ସମୟରେ ମୁନିଗୁଡା ଅଂଗ୍ନିଶ୍ରମ ବହାନି ଓ ବିଷମ କଟକ ଅଗ୍ନିଶମ ବାହାନି ଗ୍ୟାସ କଟର ସାହାଯ୍ୟରେ ଟ୍ରକ କବାଟ କାଟି ମୃତ ଚାଳକ କୁ ଉଦ୍ଧାର କରିଛନ୍ତି ।
ରାୟଗଡାରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମବାର୍ତ୍ତା l
What's Your Reaction?