କଳାହାଣ୍ଡି ମହାରାଜା ଓ ମହାରାଣୀଙ୍କ ଦ୍ଵାରା ଉଦଘାଟିତ ହେଲା ଜୁନାଗଡ଼ ମହୋତ୍ସବ ଢୋଲ ନିଶାନ ତାଶା ଓ ବିରବାଦ୍ୟ ରେ ଦୁଲୁକିବ ଲଙ୍କେଶ୍ୱରୀ ମଞ୍ଚ,

Feb 7, 2026 - 07:05
 0  20
କଳାହାଣ୍ଡି ମହାରାଜା ଓ ମହାରାଣୀଙ୍କ ଦ୍ଵାରା ଉଦଘାଟିତ ହେଲା ଜୁନାଗଡ଼ ମହୋତ୍ସବ  ଢୋଲ ନିଶାନ ତାଶା ଓ ବିରବାଦ୍ୟ ରେ ଦୁଲୁକିବ ଲଙ୍କେଶ୍ୱରୀ ମଞ୍ଚ,

କଳାହାଣ୍ଡି ମହାରାଜା ଓ ମହାରାଣୀଙ୍କ ଦ୍ଵାରା ଉଦଘାଟିତ ହେଲା ଜୁନାଗଡ଼ ମହୋତ୍ସବ,

ଢୋଲ ନିଶାନ ତାଶା ଓ ବିରବାଦ୍ୟ ରେ ଦୁଲୁକିବ ଲଙ୍କେଶ୍ୱରୀ ମଞ୍ଚ,

ଭବାନୀପାଟଣା, ଶୁଭମ ବାର୍ତ୍ତା ୦୫/୦୨(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ହଜାରେ ବର୍ଷର ସହର ତଥା ପୁରାତନ ରାଜଧାନୀରେ ଆଜି ଜୁନାଗଡ଼ ମହୋତ୍ସବ ଉଦଘାଟିତ ହୋଇଛି । ଆଜି ଠାରୁ ତିନିଦିନ ଧରି ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଏବଂ ମହାରାଣୀ ଋତୁଜା ଦେବୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କଳାହାଣ୍ଡି ମହାରାଜଙ୍କୁ ସର୍ବପ୍ରଥମେ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଇବା ସହିତ ମଞ୍ଚରେ ସ୍ୱାଗତ କରାଯାଇଥିଲା । ମହାରାଜା ଙ୍କ ଦ୍ଵାରା ମାଁ ଲଙ୍କେଶ୍ୱରୀ ଙ୍କ ଭବ୍ୟମୂର୍ତ୍ତକୁ ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ

ମଞ୍ଚ ଉଦଘାଟନ ହୋଇଥିଲା । ସଭା ପରେ କଳାହାଣ୍ଡି ର ବିରବାଦ୍ୟ ଘୁମୁରା ଓ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow