ଝୁନା ଓ ଯଶୋ ମେମୋରିଆଲ ପ୍ରଥମ ସେମି ଫାଇନାଲରେ କଣ୍ଟାବାଞ୍ଜି ସହିତ ଟିଟିଲାଗଡ଼,
ଝୁନା ଓ ଯଶୋ ମେମୋରିଆଲ ପ୍ରଥମ ସେମି ଫାଇନାଲରେ କଣ୍ଟାବାଞ୍ଜି ସହିତ ଟିଟିଲାଗଡ଼,
ନର୍ଲା ଶୁଭମ ବାର୍ତ୍ତା (ଅଜିତ ମାଝୀ):- ନର୍ଲା ଝୁନା ଓ ଯଶୋ ମେମୋରିଆଲ ଫୁଟବଲ ପ୍ରତିଯୋଗିତାର ଆଜି ଦ୍ୱିତୀୟ ଦିନ ଖେଳରେ ଧର୍ମଗଡ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଖେଳ ହୋଇଥିଲା,ଆଜିର ଖେଳରେ ଟିଟିଲାଗଡ଼ ଦଳ ୪/୦ ଗୋଲରେ ଧର୍ମଗଡ଼କୁ ପରାସ୍ତ କରି ଆସନ୍ତାକାଲି ଏହି ଦଳ ପ୍ରଥମ ସେମିଫାଇନାଲ କଣ୍ଟାବାଞ୍ଜି ଦଳକୁ ଭେଟିବ,ଶ୍ରୀ ବିମଲ କୁମାର କିଡ଼ିଆ ଯୁବ ଉଦ୍ୟୋଗ ପତି ଓ ଶ୍ରୀ ପ୍ରଦୀପ କୁମାର ନାଏକ ଅତିଥିଭାବେ ଯୋଗ ଦେଇ ଖେଳାଳି ମାନଂକୁ ଉତ୍ସହିତ କରିଥିଲେ, ଆଜିର ଖେଳକୁ ଶ୍ରୀ ସନ୍ତୋଷ କୁମାର ନାଏକ ପରିଚାଳନା କରିଥିବା ବେଳେ ଶ୍ରୀ ସୁରେଶ ନାଏକ ଓ ଶ୍ରବଣ ବାଗ ଲାଇନ ରେ ସହଯୋଗ କରିଥିଲେ,
What's Your Reaction?