ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ।

Feb 14, 2026 - 05:40
 0  36
ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ।

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ।

ଗୋଲାମୁଣ୍ଡା,୧୩।୨(ଶୁଭମ ବାର୍ତ୍ତା _ଉପେନ୍ଦ୍ର ବଗର୍ତ୍ତି ): ଗୋଲାମୁଣ୍ଡା ବ୍ଲକ ମାନଝରି ପଞ୍ଚାୟତ ଅଧିନ ଗ୍ରିଣ୍ଡୋଲ ଗ୍ରାମ ରେ ତିନି ଦିନ ଧରି ଚାଲିଥିବା ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ମହାଯଜ୍ଞ ଶାନ୍ତିକୁଞ୍ଜ ହରିଦ୍ଵାର ଗାୟତ୍ରୀ ପୀଠ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀବାଇ ମହିଳା ମଣ୍ଡଳ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ହାତିବନ୍ଧା ଗାୟତ୍ରୀ ପୀଠ ର ସଦାନନ୍ଦ ନାମଦେବ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ ହଜାର , ହଜାର, ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରି ସହଯୋଗ କରିଥିଲେ। ଏହି ମହାଯଜ୍ଞ ୧୧ ତାରିଖ ରେ ଆରମ୍ୱ ହୋଇ ଆଜି ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇଯାଇଛି ।

What's Your Reaction?

like

dislike

love

funny

angry

sad

wow